କେବେ ସରିବ ବରମୁଣ୍ଡା ଆଇକନିକ୍‌ ଇଣ୍ଟର-ଷ୍ଟେଟ୍‌ ବସ୍‌ ଟର୍ମିନାଲ କାମ ?

ଭୁବନେଶ୍ୱର : ବରମୁଣ୍ଡାରେ ପ୍ରସ୍ତୁତ ହେଉଛି ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌। ଦୈନିକ ବିଭିନ୍ନ ସ୍ଥାନକୁ ଯା’ଆସ କରୁଥିବା ହଜାର ହଜାର ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ଏଠାରେ ଯାବତୀୟ ସୁବିଧା ଉପଲବ୍ଧ କରାଯିବାକୁ ଯୋଜନା ହୋଇଛି। କେବଳ ଯୋଜନା ହୋଇ ନାହିଁ ବରଂ ଜୋର୍‌ସୋର୍‌ରେ ନିର୍ମାଣ କାମ ଚାଲିଛି। ହେଲେ ତିନିବର୍ଷ ପୂରିଲାଣି କାମ ସରୁନି। କେତେବେଳେ ମୁଖ୍ୟମନ୍ତ୍ରୀ, କେତେବେଳେ ‘୫-ଟି’ ସଚିବ ତ’ ଆଉ କେତେବେଳେ … Continue reading କେବେ ସରିବ ବରମୁଣ୍ଡା ଆଇକନିକ୍‌ ଇଣ୍ଟର-ଷ୍ଟେଟ୍‌ ବସ୍‌ ଟର୍ମିନାଲ କାମ ?